(Video) ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ; ୩୩ ବର୍ଷ ହେବ Engine-Oil ପିଇ ବଞ୍ଚିଛନ୍ତି ଏହି ମଣିଷ, ଦେଖନ୍ତୁ ଭିଡ଼ିଓ….
କର୍ଣ୍ଣାଟକ: ଆମେ ଛୋଟ ବେଳୁ ପଢି ଆସିଛୁ ଯେ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ନିହାତି ଆବଶ୍ୟକ। ସବୁଜ ପନିପରିବା, ଫଳ ଖାଇବା ଦ୍ୱାରା ଏହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ । କିନ୍ତୁ ଥରେ ଚିନ୍ତା କରନ୍ତୁ ତ ଯଦି ଜଣେ ବ୍ୟକ୍ତି…
