ଅଟୋର ଆଗ ସିଟରେ ବସିବା ନେଇ ବାପା ସହିତ ଝଗଡା କଲା ପୁଅ, ପରେ ଗାଲକୁ ଗୁଳି ମାରିଦେଲା
ନୂଆଦିଲ୍ଲୀ: ଆଜିକା ସମୟରେ ସମ୍ପର୍କର ମୂଲ୍ୟ ତୁଚ୍ଛ ହୋଇଗଲାଣି । ଉତ୍ତର ଦିଲ୍ଲୀର ତିମାରପୁର ଅଞ୍ଚଳରେ ଜଣେ ୨୬ ବର୍ଷୀୟ ଯୁବକ ତାଙ୍କ ବାପାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । କାରଣ ତାଙ୍କୁ ପରିବାର…
