(VIDEO)ସାପ ସହ ଷ୍ଟଣ୍ଟ ହେଲା କାଳ; ବେକରେ ସାପ ପକାଇ ରିଲ୍ସ କରୁଥିଲା ଯୁବକ, ଚୋଟମାରି ପ୍ରାଣ ନେଇଗଲା ନାଗ
ମୁଜାଫରନଗର: ସୋସିଆଲ ମିଡିଆରେ ଲାଇକ୍ ଏବଂ ଫଲୋର୍ସ ପାଇଁ ଲୋକ କିଛି ବି କରିବାକୁ ପ୍ରସ୍ତୁତ । କିନ୍ତୁ ଏହି ନିଶା ଯେ କେତେ ଘାତକ ସାବ୍ୟସ୍ତ ହୋଇପାରେ ତାହା ସେମାନଙ୍କୁ ଜାଣନଥାଏ । ଏପରି ଏକ ଘଟଣା ଉତ୍ତରପ୍ରଦେଶ ଭୋପା…

