କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡର ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ଭାଇ କହିବେ ଭଉଣୀ ଶର୍ମିଷ୍ଠାଙ୍କର ଠିକଣା କେଉଁଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାର କ୍ଷୀଅ ଆଗକୁ ଆଗକୁ ବଢ଼ିବାରେ ଲାଗିଛି । ମାତ୍ର ଏହି ଘଟଣାର ମେନ୍ ଭିଲିଆନ୍ ତଥା ୱେବ ପୋର୍ଟାଲର ମାଲିକାଣୀ…
