Budhaditya Rajyog: ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିଙ୍କ ପାଇଁ ଭାରି ଶୁଭ! କେବଳ ଟଙ୍କା ନୁହେଁ ସେୟାର ମାର୍କେଟରୁ ମିଳିବ ଡବଲ ଫାଇଦା!
ନୂଆଦିଲ୍ଲୀ: ଫେବୃଆରୀ ୧୩ରେ କୁମ୍ଭ ରାଶିରେ ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗ ଶକ୍ତିଶାଳୀ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରିବ। ବୁଧ ପୂର୍ବରୁ କୁମ୍ଭ ରାଶିରେ ଅଛନ୍ତି, ଏବଂ ସୂର୍ଯ୍ୟ ପ୍ରବେଶ କରିବା ମାତ୍ରେ ଏହି ଶୁଭ…
