ମଣିପୁରକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ୟୁମନାମ୍ ଖେମଚାନ୍ଦ ସିଂହ କିଏ? କାହିଁକି ତାଙ୍କ ନାମରେ ବାଜିଲା ମୋହର
ନୂଆଦିଲ୍ଲୀ:ମଣିପୁରର ଜଣେ ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା ହେଇଛି। ଏହା ସହିତ ମଣିପୁର ରାଜ୍ୟରେ ରାଜନୈତିକ ସଙ୍କଟ ଦୂର ହୋଇଛି। ଦଳୀୟ ନେତାମାନେ ଅନେକ ଦିନ ଧରି ଦିଲ୍ଲୀରେ ଡେରା ପକାଇଥିଲେ। ଆଜି ନୂତନ ମୁଖ୍ୟମନ୍ତ୍ରୀ…
