ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ-ନକ୍ସଲ୍ ମଧ୍ୟରେ ଭୟଙ୍କର ଗୁଳି ବିନିମୟ, ୭ ମାଓବାଦୀ ନିହତ
Maoist Killed: ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । କୁମ୍ଭାଡ଼ିହ ଗାଁ ନିକଟରେ ଭୟଙ୍କର ଗୁଳି ବିନିମୟ ଜାରି । ଟପ୍ ମାଓ ନେତା ଅନଲ ଦସ୍ତେ ସମେତ ୫ରୁ ୭ ନକ୍ସଲ ନିହତ ହୋଇଥିବା…
