ଖୁବ୍ ଶୀଘ୍ର ବିବାହ କରିବେ ଇଶାନ କିଶାନ! ବିଶ୍ୱକପ୍ ମଝିରେ ଜେଜେଙ୍କ ବଡ଼ ବୟାନ, ଗର୍ଲଫ୍ରେଣ୍ଡକୁ ନେଇ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ: ICC ଟି୨୦ ବିଶ୍ୱକପ୍ ୧୫ ଫେବୃଆରୀ ଅର୍ଥାତ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଛି, ଯାହା ଉପରେ ସମସ୍ତଙ୍କ ନଜର । ଏହି ସମୟରେ, ଇଶାନ କିଶାନଙ୍କ ସମ୍ପର୍କରେ ଏକ ବଡ଼ ଖବର…
