(Video) iPhone 17 କ୍ରେଜ, ଫୋନ କିଣିବା ପାଇଁ ମାରପିଟ୍, ଲମ୍ବା ଗହଳି ଭିତରେ ଦଳାଚକଟା ହେଲେ ଲୋକ, ଭାଇରାଲ ଭିଡିଓ
ଓଡ଼ିଶାଭାସ୍କର: ଭାରତରେ Apple ର iPhone 17 ସିରିଜ୍ ଲଞ୍ଚ ହୋଇଛି। ଲୋକମାନେ ଏହି ଫୋନ୍ କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଶୁକ୍ରବାର, ସେପ୍ଟେମ୍ବର 19 ତାରିଖରେ, ମୁମ୍ବାଇର BKC Jio ସେଣ୍ଟରରେ Apple ଷ୍ଟୋର…

