ୟେମେନ ଉପକୂଳରେ ସମୁଦ୍ର ମଧ୍ୟଭାଗରେ ଦୁର୍ଘଟଣା, ଏଲପିଜି ଟ୍ୟାଙ୍କରରେ ନିଆଁ, ଅଳ୍ପକେ ବଞ୍ଚିଲେ ୨୩ ଭାରତୀୟ କ୍ରୁ ସଦସ୍ୟ, ୨ ନିଖୋଜ
ଓଡ଼ିଶାଭାସ୍କର: ଶନିବାର (୧୮ ଅକ୍ଟୋବର, ୨୦୨୫) ୟେମେନର ଆଡେନ୍ ଉପକୂଳରେ ଏକ ବଡ଼ ସାମୁଦ୍ରିକ ଦୁର୍ଘଟଣା ଘଟିଛି। ଏହି ଭୟଙ୍କର ଘଟଣାରେ, କାମେରୁନ୍-ପତାକାଧାରୀ ଜାହାଜ, MV ଫାଲକନ୍ରେ ଏକ ବଡ଼ ବିସ୍ଫୋରଣ ଏବଂ ତା’ପରେ…

