IND vs OMA Live Streaming: ଦୁବାଇ ନୁହେଁ, ଏବେ ଏହି ମଇଦାନରେ ଖେଳିବ ଟିମ୍ ଇଣ୍ଡିଆ
ଓଡିଶାଭାସ୍କର: ଏସିଆ କପ୍ ୨୦୨୫ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି। ପ୍ରଥମ ଦୁଇଟି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଜିତି ଭାରତୀୟ ଦଳ ସୁପର୍ ଫୋରରେ ନିଜର ସ୍ଥାନ ପକ୍କା କରିଛି।
ଟିମ୍ ଇଣ୍ଡିଆ…

