ଏହି ଜାଗାରେ ଦିନେ କି ଦୁଇ ଦିନ ନୁହେଁ ବରଂ ୪୦ ଦିନ ଧରି ପାଳନ ହୁଏ ହୋଲି, ଜାଣନ୍ତୁ ଏହା ପଛର ଐତିହାସିକ କାରଣ
ଓଡିଶାଭାସ୍କର: ଆଉ ମାତ୍ର କିଛି ଦିନ ତାପରେ ହୋଲିର ରଙ୍ଗରେ ରଙ୍ଗୀନ ହୋଇଯିବ ପୁରା ପରିବେଶ। ପୁରା ଭାରତ ବର୍ଷରେ ଲାଗିବ ରଙ୍ଗ। ଆଉ ଏହି ଦିନକୁ ବର୍ଷେ ହେବ ଅପେକ୍ଷା କରି ରହିଛନ୍ତି ସବୁ ଭାରତୀୟ।
ହେଲେ ଆପଣ କ'ଣ…
