‘ନ ଜିତିଲେ, ବିବସ୍ତ୍ର ହୋଇ…’, ଜୋ ରୁଟଙ୍କୁ ନେଇ ପୂର୍ବତନ ଦିଗ୍ଗଜ ଖେଳାଳିଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି
ନୂଆଦିଲ୍ଲୀ: ଇଂଲଣ୍ଡର ଦିଗ୍ଗଜ ଟେଷ୍ଟ ବ୍ୟାଟ୍ସମ୍ୟାନ ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ଶାନଦାର ଫର୍ମରେ ଅଛନ୍ତି। ସେ ଭାରତ ବିପକ୍ଷରେ ପାଞ୍ଚଟି ମ୍ୟାଚର ଟେଷ୍ଟ ସିରିଜରେ ଶାନଦାର ବ୍ୟାଟିଂ କରିଛନ୍ତି। ଏହି ସିରିଜରେ ଜୋ…

