Breaking News ପହଲଗାମ ଆତଙ୍କୀ ଆକ୍ରମଣ ପରେ ମିଡିଆର ପ୍ରସାରଣ ଉପରେ ଲାଗିଲା କଟକଣା Subhasmita Das Apr 26, 2025 ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ହୋଇପଡିଛି ଭାରତ। ଆଉ ଗଳି କନ୍ଦି ସବୁଠି ଆତଙ୍କବାଦୀଙ୍କ ଛାନଭିନରେ ଲାଗିଛନ୍ତି ଭାରତୀୟ ଯବାନ୍। ଯେଉଁଠି ସୁରାକ ପାଉଛନ୍ତି ସେଠି ସର୍ଚ୍ଚ ଅପରେସନ୍ ଆରମ୍ଭ…