Cricket ମିଡ଼ିଆ ଏକାଦଶ ପାଖରୁ ବିଜୟ ମୁକୁଟ ଛଡ଼ାଇ ନେଲା ଆଗ୍ନିକ ଏକାଦଶ Subhasmita Das Nov 17, 2025 ଭୁବନେଶ୍ୱର: ମିଡ଼ିଆ ଏକାଦଶ ପାଖରୁ ବିଜୟ ମୁକୁଟ ଛଡ଼ାଇ ଆଣିଲା ଆଗ୍ନିକ ଏକାଦଶ। ମିଡ଼ିଆ ଏକାଦଶର ସୁନିଲ ସର୍ବାଧିକ ରନ୍ କରିଥିଲେ ମଧ୍ୟ ଆଗ୍ନିକ ଏକାଦଶ ପାଖରେ ତିଷ୍ଠି ପାରିନଥିଲେ। ଆଉ ଶେଷରେ ଆଗ୍ନିକ ଏକାଦଶ ଟିମ୍ କୁ…