ପୋଷ୍ଟ ମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ମାଗୁଥିଲେ ମେଡିକାଲ ଅଫିସର, ମାଡ଼ି ବସିଲା ଭିଜିଲାନ୍ସ
କଟକ/ଜଗତସିଂହପୁର,୭ା୭ ମେଡିକାଲ ଅଫିସର ଡାକ୍ତର ଶିବ ପ୍ରସାଦ ସେଠୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଜଗତସିଂହପୁର ଜିଲା କୁଜଙ୍ଗ ସିଏଚସିର ମେଡିକାଲ ଅଫିସର ଏବଂ ତାଙ୍କ ସହଯୋଗୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ପୋଷ୍ଟ…
