ପରଦାରେ ଜ୍ୟାକିଙ୍କ ସହ ରୋମାନ୍ସ, ଅମିତାଭଙ୍କ ଫ୍ଲପ୍ ହିରୋଇନ୍, ସନ୍ନିଙ୍କ ସହ ଫିଲ୍ମ ପରେ ବଲିଉଡକୁ କଲେ ବାଏ ବାଏ
ମୁମ୍ବାଇ: ପରଦାରେ ତାଙ୍କ ଅଭିନୟ ସିନେମା ହଲରେ ତାଳିମାଡ଼ରୁ ଆରମ୍ଭ ହୁଏ। ନିଖୁଣ ଅଭିନୟ ସାଙ୍ଗକୁ ଚମତ୍କାର ଡ୍ୟାନ୍ସ ଦେଖି ପାଗଳ ହୁଅନ୍ତି ପ୍ରଶଂସକ। ଅନେକ ବଡ଼ ବଡ଼ କଳାକାରଙ୍କ ସହ ପରଦାରେ କରିଛନ୍ତି ରୋମାନ୍ସ। ହେଲେ…

