“ଆମେ ଏ ଦୁନିଆ ଛାଡ଼ି ବହୁ ଦୂରକୁ ଚାଲିଯାଉଛୁ… SORRY” ୧୧ ବର୍ଷର ପୁଅ ସହ ୧୩ ମହଲାରୁ ଡେଇଁ ପ୍ରାଣହାରିଲା ମା’
ନୋଏଡା: ଦିଲ୍ଲୀର ଗ୍ରେଟର ନୋଏଡାରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା । ଅସୁସ୍ଥ ପୁଅ ପାଇଁ ମା’ ହାରିଛି ଜୀବନ । ଏକୁଟିଆ ନୁହେଁ ବରଂ ରୋଗିଣା ପୁଅକୁ ସାଥୀରେ ଧରି କରିଛି ଆତ୍ମହତ୍ୟା ।
ଗ୍ରେଟର ନୋଏଡାର ଆକ୍…

