MI vs LSG; ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ଲଜ୍ଜାଜନକ, ପରାଜୟ ପରେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଦଳ
ମୁମ୍ୱାଇ: ଆଇପିଏଲ୍ ୨୦୨୪ର ୬୭ତମ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୧୪ ରନ୍ କରିଥିଲା। ଜବାବରେ ମୁମ୍ବାଇ ଦଳ ମାତ୍ର ୧୯୬ ରନ୍…
