Post Officeର ଜବରଦସ୍ତ ସ୍କିମ୍: ନିବେଶ କରନ୍ତୁ ମାତ୍ର ୧୦୦୦ ଟଙ୍କା ଏବଂ ପାଆନ୍ତୁ ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି
Postal Scheme: ପ୍ରତ୍ୟେକ ବ୍ୟକ୍ତି ନିଜ ଆୟର କିଛି ଅଂଶ ସଞ୍ଚୟ କରିବାକୁ ଚାହାନ୍ତି । ଯାହା ଦ୍ୱାରା ଭବିଷ୍ୟତ ସୁରକ୍ଷିତ ରହିପାରିବ । ବେଳେବେଳେ ଅନେକ ବ୍ୟକ୍ତି ବିଶେଷ କେମିତି ସଞ୍ଚୟ କରବେ ବା ନିବେଶ କରିବେ…
