ମ୍ୟାଚ ପୂର୍ବରୁ ପ୍ଲେଇଂ ୧୧ରେ ବଡ଼ ଅଦଳବଦଳ, ଫାଇନାଲରୁ ବାଦ ପଡ଼ିଲେ ଏହି ଖେଳାଳି, ଦେଖାଇପାରିବେନି ଜଲୱା
ଓଡ଼ିଶାଭାସ୍କର: ଏସିଆ କପ୍ 2025 ର ଫାଇନାଲ ମ୍ୟାଚ୍ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ, କାରଣ ଭାରତ ଏବଂ ପାକିସ୍ତାନ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିବେ।…

