ବିନା ଦରମାରେ କାମ କରିବେ BCCIର ନୂଆ ସଭାପତି ମନହାସ, ତଥାପି ରୋଜଗାର କରିବେ କୋଟି କୋଟି ଟଙ୍କା
ଓଡିଶାଭାସ୍କର: ରବିରା ଦିନ ଦିଲ୍ଲୀର ପୂର୍ବତନ ଅଧିନାୟକ ମିଥୁନ ମନହାସଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ (BCCI)ର ନୂତନ ସଭାପତି ଭାବରେ ନିର୍ବାଚିତ କରାଯାଇଛି।
ସେ ଗତ ମାସରେ ଇସ୍ତଫା ଦେଇଥିବା ପୂର୍ବତନ ଅଲରାଉଣ୍ଡର…

