ସୁପରଷ୍ଟାର ପବନ ସିଂହଙ୍କୁ ଟିକେଟ୍ ଦେଲା BJP, ବିହାର MLC ନିର୍ବାଚନ ପାଇଁ ପ୍ରକାଶ ପାଇଲା ତାଲିକା
ଓଡିଶାଭାସ୍କର: ବିହାରରେ ଏମଏଲସି ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସବୁଠାରୁ ପ୍ରମୁଖ ନାମ ହେଉଛି ଭୋଜପୁରୀ ସୁପରଷ୍ଟାର ପବନ ସିଂହ।
ଏହା ସହିତ ଦଳ ସଞ୍ଜୟ ମୟୂଖ, ଅନିଲ…

