ଫୋନ୍ କୁ ୧୦୦% ଚାର୍ଜ କରିବା ଠିକ୍ ନା ଭୁଲ? ଜାଣନ୍ତୁ କେତେ % ଚାର୍ଜ ଆପଣଙ୍କ ଫୋନ୍ ପାଇଁ ଭଲ…
ଓଡିଶାଭାସ୍କର: ଆଜିର ସମୟରେ ସ୍ମାର୍ଟଫୋନ୍ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଯାଇଛି। ସକାଳ ଆଲାର୍ମ ଠାରୁ ଆରମ୍ଭ କରି ରାତିରେ ସ୍କ୍ରୋଲ୍ କରିବା ପର୍ଯ୍ୟନ୍ତ, ଫୋନ୍ ସବୁବେଳେ ଆମ ସହିତ ରହୁଛି।
ତେଣୁ…
