ଏହି ୪ ମୂଳ କାରଣ ପାଇଁ ବ୍ଲାଷ୍ଟ ହୁଏ ଆପଣଙ୍କ ସ୍ମାର୍ଟଫୋନ୍, ଅଣଦେଖା ନ କରି ତୁରନ୍ତ ବଦଳେଇ ଦିଅନ୍ତୁ
ନୂଆଦିଲ୍ଲୀ: ଫୋନ୍ ବ୍ୟାଟେରୀରେ ନିଆଁ ଲାଗିବା କିମ୍ବା ବିସ୍ଫୋରଣ ହେବାର ଅନେକ ଘଟଣା ଘଟିଛି। ଏହି ଘଟଣାଗୁଡ଼ିକ ଫଳରେ ବ୍ୟବହାରକାରୀମାନେ ଆହତ ହୋଇଛନ୍ତି ଏବଂ କିଛି କ୍ଷେତ୍ରରେ ମୃତ୍ୟୁ ମଧ୍ୟ ଘଟିଛି। ତେଣୁ, ଫୋନ୍ ଏବଂ…

