Breaking News ହତ୍ୟାର ୧୧ ଦିନ ପରେ କେନାଳରୁ ମିଳିଲା ମଡେଲ ଦିବ୍ୟା ପହୁଜାଙ୍କ ମୃତଦେହ Odisha Bhaskar Bureau Jan 13, 2024 ଓଡିଶା ଭାସ୍କର: ଦୀର୍ଘ ୧୧ ଦିନ ପରେ ଗୁରୁଗ୍ରାମର ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପହୁଜାଙ୍କ ମିଳିଲା ମୃତଦେହ। ହରିୟାଣାର ଏକ କେନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି। ମୃତଦେହଟି ଦିବ୍ୟାଙ୍କର ବୋଲି…