ଟ୍ରମ୍ପଙ୍କ ହଜିଲା ନିଦ, ବଦଳିଲା ସ୍ୱର, କହିଲେ ମୋଦି ମହାନ, ୩ ଦେଶକୁ ଏକାଠି ଦେଖି ଭୟରେ ଛାନିଆ ଆମେରିକା…
ନୂଆଦିଲ୍ଲୀ: ହଠାତ ବଦଳିଗଲା ସ୍ୱର। ପ୍ରଶଂସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୋତି ପକାଇଲେ ଟ୍ରମ୍ପ। କହିଲେ ମୋଦୀ ମହାନ। ଅନ୍ୟ ଦେଶ ସହିତ ମୋଦିଙ୍କ ବନ୍ଧୁତ୍ୱ ଦେଖି ହଜିଗଲା ଟ୍ରମ୍ପ ନିଦ। ଏସିଓ ଶିଖର…

