ଗୋଟିଏ ଫୋନ୍ କଲ୍ ବଦଳାଇଦେଲା ସିରାଜଙ୍କ ଭାଗ୍ୟ…24 ଘଣ୍ଟାରେ ଟିମରେ ଏଣ୍ଟ୍ରିମାରି କଲେ କମାଲ, ବିଦେଶ ଯିବାର ଥିଲା ପ୍ଲାନ୍
ନୂଆଦିଲ୍ଲୀ: T20 ୱର୍ଲ୍ଡ କପ୍ 2026ରେ ଟିମ୍ ଇଣ୍ଡିଆର ଆରମ୍ଭ ସେପରି ନଥିଲା ଯେପରି ସମସ୍ତେ ଆଶା କରିଥିଲେ । ପ୍ରଥମ ମ୍ୟାଚ୍ରେ ଭାରତ USA ପରି ଛୋଟ ଦଳକୁ ହରାଇ ବଡ଼ ବିଜତ ହାସଲ କଲେ ମଧ୍ୟ, ବ୍ୟାଟିଂ ଲାଇନଅପ୍ ନିରାଶ…
