ଆସିବ ଟୀକା, ହଟିବ MonkeyPox… ମଙ୍କିପକ୍ସର ପ୍ରଥମ ଟୀକାକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ନେଇ ଆତଙ୍କ ଦେଖାଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଟୀକାକୁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ…
