ଗାଡ଼ି କିମ୍ବା ବସ୍ରେ ବସିବା ମାତ୍ରେ ଆପଣଙ୍କୁ ବାନ୍ତି ଲାଗୁଛି କି? ଜାଣିରଖନ୍ତୁ ଏହି ଉପାୟ, ତୁରନ୍ତ ମିଳିବ ଆରାମ
ନୂଆଦିଲ୍ଲୀ: ଅନେକ ଲୋକଙ୍କ ପାଇଁ ଯାତ୍ରା ଏକ ଆନନ୍ଦର ବିଷୟ, କିନ୍ତୁ କିଛି ଲୋକ କାର, ବସ୍ କିମ୍ବା ଟ୍ରେନ୍ ଯାତ୍ରା ଆରମ୍ଭ କରିବା ମାତ୍ରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରି ଲୋକଙ୍କ ମୁଣ୍ଡ ଭାରୀ ହେବା, କ୍ଲାନ୍ତ…
