ଆରେ ଆରେ ଏ କ’ଣ ହେଉଛି, ଦୁଇ ମେଟ୍ରୋ କୋଚ୍ ମଝିରେ ବସି ପରିସ୍ରା କରୁଛନ୍ତି ବ୍ୟକ୍ତି, ଭିଡ଼ିଓ ଭାଇରାଲ୍
ନୂଆଦିଲ୍ଲୀ: ଆରେ ଭାଇ ଏ କ'ଣ ହେଉଛି? ଚଳନ୍ତା ମେଟ୍ରୋରେ ବ୍ୟକ୍ତି ଜଣକ କ'ଣ କରୁଛନ୍ତି। ଇଏ ପରିସ୍ରା କରୁଛନ୍ତି ନା କ'ଣ? ହଁ ଆଜ୍ଞା ଏପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।
ଭାଇରାଲ ହେଉଥିବା…

