ଭୋ ଭୋ ହୋଇ କାନ୍ଦୁଛନ୍ତି ବଲିଉଡର ଏହି ନିର୍ଦ୍ଦେଶକ, ୭୫ ବର୍ଷରେ ଆଖି ବୁଜିଲେ ମା’, ଦୁଃଖରେ ପଡ଼ିଲେ ଭାଙ୍ଗି
ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ମା’ଙ୍କ ଦେହାନ୍ତ ହୋଇଛି। ତାଙ୍କ ମାଆ ବର୍ଷା ଭଟ୍ଟ ଆଉ ଏହି ଦୁନିଆରେ ନାହାନ୍ତି। ୭୫ ବର୍ଷ ବୟସରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଛି। ଆଜି ଅର୍ଥାତ ଶନିବାର…

