ସାହେବ… ମୁଁ ମୋ ଭଉଣୀର ପ୍ରେମିକକୁ ହତ୍ୟା କରିଛି, ମୋତେ ଗିରଫ କର…ମାୟାନଗରୀର ଲୋମଟାଙ୍କୁରା ହତ୍ୟାକାଣ୍ଡ
ମୁମ୍ବାଇ: ମୁମ୍ବାଇର ମାଲାୱାନୀ ଅଞ୍ଚଳରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 21 ବର୍ଷୀୟ ଆଶିଷ ଶେଟ୍ଟି ତାଙ୍କ ଭଉଣୀର ପ୍ରେମିକନୀତିନ ସୋଲାଙ୍କିଙ୍କୁ ବାଡ଼ିରେ ପିଟି ହତ୍ୟା କରିଛନ୍ତି।
ହତ୍ୟା…

