Browsing Tag

@murder @Crime

ନଣନ୍ଦଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲା ଭାଉଜ; ଏମିତି କାହିଁକି ହେଲା?

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଭାଉଜ ଅତି ନିର୍ମମ ଭାବେ ୧୭ ବର୍ଷର ନଣନ୍ଦଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ…

ବାହା ହେବ ବୋଲି ଜିଦ୍ ଧରିବାରୁ ପ୍ରେମିକାକୁ ମାରି ଡ୍ରମ୍‌ରେ ପୂରାଇ ଦେଇଥିଲା ପ୍ରେମିକ

ପଟିଆଲା: ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ। ହେଲେ ବାହା ହେବା ପାଇଁ ଜିଦ୍ ଧରିବାରୁ ପ୍ରେମିକାର ତଣ୍ଟିଚିପି ମାରିଦେଲା ପ୍ରେମିକ। ଏପରି ନୃଶଂସ ଓ ଭୟଙ୍କର ଘଟଣା ପଞ୍ଜାବରେ ଘଟିଛି। ପଟିଆଲା ପୋଲିସ ମାମଲା…

ମାଟି ତଳୁ ମୃତଦେହ ଜବତ; ସ୍ତ୍ରୀ, ଶଳା ଗିରଫ

ପାଟନା: ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ । ଆଉ ହତ୍ୟା ପରେ ମୃତଦେହକୁ ଗାତ ଖୋଳି ପୋତିଦେଲେ । ଏପରି ଘଟଣା ବିହାରରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୋଲିସ ମାଟି ଭିତରୁ ମୃତଦେହ ଉଦ୍ଧାର କରିବା ସହିତ ମୃତ…

ରକ୍ତ ଜୁଡ଼ୁବୁଡ଼ୁ ହୋଇଛି ବିଛଣା… ପଡ଼ିଛି ୪ ଛୁଆଙ୍କ ମୃତଦେହ…

ନୋଏଡା: ଜନ୍ମଦାତ୍ରୀ ପାଲଟିଲା ହତ୍ୟାକାରୀ। ଛୁଆଙ୍କ ରକ୍ତରେ ଖେଳିଲା ହୋଲି! ଜନ୍ମକଲା ୪ ଛୁଆଙ୍କୁ ହତ୍ୟାକରି ମାରିଲା ଚମ୍ପଟ। ଏପରି ବୀଭତ୍ସ ହତ୍ୟାକାଣ୍ଡ ଉତ୍ତରପ୍ରଦେଶରେ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ…

ହତ୍ୟାର ୧୧ ଦିନ ପରେ କେନାଳରୁ ମିଳିଲା ମଡେଲ ଦିବ୍ୟା ପହୁଜାଙ୍କ ମୃତଦେହ

ଓଡିଶା ଭାସ୍କର: ଦୀର୍ଘ ୧୧ ଦିନ ପରେ ଗୁରୁଗ୍ରାମର ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପହୁଜାଙ୍କ ମିଳିଲା ମୃତଦେହ। ହରିୟାଣାର ଏକ କେନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି। ମୃତଦେହଟି ଦିବ୍ୟାଙ୍କର ବୋଲି…