ଅଜା ଘରକୁ ବୁଲି ଯାଇଥିଲା ଶିଶୁ କନ୍ୟା, ଦୁଷ୍କର୍ମ ପରେ ମାରିଦେଲେ ଦୁର୍ବୃତ୍ତ
ଭୁବନେଶ୍ବର: ଗଞ୍ଜାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମ ପରେ ଜଣ ଶିଶୁ କନ୍ୟାଙ୍କୁ ହତ୍ୟା କରାଯାଇଛି ।
ଏକ ନିର୍ମାଣାଧୀନ ଘରୁ 4 ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ପାଟପୁର ଥାନା…

