ଆଇପିଏଲରୁ ବିଦା ହୋଇଥିବା ମୁସ୍ତାଫିଜୁର ରହମାନଙ୍କୁ PSL କେତେ କୋଟିରେ କିଣିଛି; ଜାଣିଲେ ହସି ହସି ବେଦମ ହେବେ
ନୂଆଦିଲ୍ଲୀ: ମୁସ୍ତାଫିଜୁର ରହମାନଙ୍କୁ ନେଇ କିଛି ଦିନ ଧରି ବିବାଦ ଲାଗି ରହିଛି , ଯାହା ଫଳରେ ବାଂଲାଦେଶ T20 ବିଶ୍ୱକପରୁ ଓହରି ଯାଇଛି । BCCI ନିର୍ଦ୍ଦେଶ ପାଳନ କରି, କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ IPL ୨୦୨୬…
