୬୬୬୬୬… ଖେଳାଳିଙ୍କ ବ୍ୟାଟ କଲା ପ୍ରଳୟ, ଉଡ଼ିଲା ଛକା-ଚୌକ, ନବିଙ୍କ ଦମଦାର ଛକା ଦେଖି ଉଡ଼ିଲା ପ୍ରତିପକ୍ଷ ଦଳର ହୋସ୍
ନୂଆଦିଲ୍ଲୀ: ଦମଦାର ମ୍ୟାଚ୍। ବରାବର ଟକ୍କର। ଖାଲି ଦର୍ଶକଙ୍କ ଅପେକ୍ଷା ଥିଲା ଆଗକୁ କ’ଣ ହେବ। ଆଉ ମ୍ୟାଚ ସରିବା ପରେ ଦର୍ଶକଙ୍କ ମୁହଁରେ ଥିଲା ହ୍ୱାଟ ଏ ମ୍ୟାଚ୍।
ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ…

