ଆଶ୍ଚର୍ଯ୍ୟ; ଭାଉଜକୁ ନେଇ ନଣନ୍ଦ ଛୁ, ହ୍ବାଟ୍ସଆପ୍ ଚାଟରୁ ଖୋଲିଲା ଲଭ୍ ଷ୍ଟୋରୀର ରାଜ୍, ହତାଶ ହତଭାଗା ପତି
ଭୋପାଲ: ଏମିତି ବି ପ୍ରେମ ହୁଏ । ଭାଉଜ- ନଣନ୍ଦଙ୍କ ଭିତରେ ଚାଲିଥିଲା ଇସ୍କ ୱାଲା ଲଭ୍ । ଶେଷରେ ଭାଉଜକୁ ଧରି ଛୁ ମାରିଲା ନଣନ୍ଦ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାରୁ ।…

