କାହିଁକି ଗୁଗଲରେ ଟ୍ରେଣ୍ଡ କରୁଛନ୍ତି ପୂର୍ବତନ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ; ଜାଣନ୍ତୁ ତାଙ୍କ ବିଷୟର କିଛି ରୋଚକ ତଥ୍ୟ
ନୂଆଦିଲ୍ଲୀ: ଆଜି ଲୋକସଭାରେ ଏକ ବିତର୍କ ପରେ, ପୂର୍ବତନ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ହଠାତ୍ ଗୁଗଲରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ବଜେଟ ଅଧିବେଶନ ସମୟରେ ରାହୁଲ ଗାନ୍ଧୀ ଡୋକଲାମ ଏବଂ ଚୀନ ସୀମା…
