GST 2.O; କାଲିଠୁ ଦେଶରେ ଲାଗିବ ନୂଆ ଜିଏସଟି, ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କଲେ ସମ୍ବୋଧନ, ଶସ୍ତା ହେବ ଏହି ଜିନିଷ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ GST ସଞ୍ଚୟ ମହୋତ୍ସବ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି GST ସଞ୍ଚୟ ମହୋତ୍ସବ ଆପଣଙ୍କ ସଞ୍ଚୟ ବୃଦ୍ଧି କରିବ ଏବଂ…

