ଏହି ଦେଶଗୁଡ଼ିକରେ ଜଣେ ହେଲେ ବି ନାହାଁନ୍ତି ସେନା, ହେଲେ ଶତ୍ରୁମାନଙ୍କଠାରୁ ସେମାନେ କିପରି ରୁହନ୍ତି ସୁରକ୍ଷିତ
ଓଡିଶାଭାସ୍କର: ସାରା ବିଶ୍ୱରେ ଦେଶମାନେ ସେମାନଙ୍କର ସାମରିକ ପ୍ରତିରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ କିଛି ଦେଶ ଅଛନ୍ତି ଯେଉଁମାନଙ୍କର କୌଣସି ସାମରିକ ଶକ୍ତି ନାହିଁ?…
