ଗଜରା ପାଇଁ ୧.୨୫ ଲକ୍ଷ ଟଙ୍କାର ଫାଇନ୍ ଦେଲେ ଅଭିନେତ୍ରୀ, କାରଣ ଜାଣିଲେ ଲାଗିବ ୪୪୦ ଭୋଲ୍ଟର ଝଟକା
ମୁମ୍ୱାଇ: ଗଭାରେ ଗଜରା ଲଗାଇବା ପ୍ରାୟତଃ ମହିଳାମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ। ହେଲେ ଯଦି ଏହି ଗଜରା ପାଇଁ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼େ ତେବେ ପରିସ୍ଥିତି କ'ଣ ହେବ? ଆପଣ କ'ଣ ଆଉ ଗଜରା ପିନ୍ଧିବାକୁ…

