fbpx
Browsing Tag

#neet

ଆସନ୍ତା ୮ ତାରିଖରୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ NEET ଓ JEE କୋଚିଂ, ମିଳିଲା DHSEଙ୍କ ନିର୍ଦ୍ଦେଶ

ଓଡିଶା ଭାସ୍କର: କଲେଜରେ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଦିଆଯିବ NEET ଓ JEE କୋଚିଂ। ଆସନ୍ତା ୮ ତାରିଖରୁ ସବୁ କଲେଜରେ ଦିଆଯିବ ଅନଲାଇନ କୋଚିଂ। ଏନେଇ ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜକୁ DHSE ପକ୍ଷରୁ…

ବଡ଼ ନିଷ୍ପତ୍ତି: ନର୍ସିଂ ପଢ଼ିବା ପାଇଁ NEET ପରୀକ୍ଷା ଦେବାକୁ ପଡ଼ିବ, ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନର୍ସିଂକୁ ନେଇ କ୍ୟାରିୟର କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଏକ ବଡ଼ ଖବର ଆସିଛି । ରାଜ୍ୟ ସରକାର ଏ ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଏସ.ସି ନର୍ସିଂ ପଢ଼ିବାକୁ ହେଲେ ଏଣିକି…

UGC ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରିବ ନୂଆ ନିୟମ! NEET, JEE Main ଓ CUET ପାଇଁ ଜାରି ହେବ ଏକକ ପରୀକ୍ଷା କ୍ୟାଲେଣ୍ଡର

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ ଦେଶର ତିନି ବୃହତ ପରୀକ୍ଷା ନିଟ, ଜେଇଇ ମେନ୍ ଓ ସିୟୁଇଟି ୨୦୨୩ର ଶିଡ୍ୟୁଲ ଖୁବଶୀଘ୍ର ଜାରି ହେବ । ତେବେ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ତିନି ପ୍ରବେଶିକା ପରୀକ୍ଷା ପାଇଁ ଏକ କମନ୍…

ନିଟ କାଉନସିଲିଂ ୨ୟ ପର୍ଯ୍ୟାୟର ଆଜି ଶେଷ ତାରିଖ

ନୂଆଦିଲ୍ଲୀ: ଆଜି ନିଟ ୨୦୨୨ ଚଏସ ଫିଲଙ୍ଗର ଶେଷ ତାରିଖ । ତେବେ ମେଡ଼ିକାଲ କାଉନସେଲିଂ କମିଟି ଅଣ୍ଡର ଗ୍ରାଜୁଏସନ ନେସନାଲ ଇଲାଇଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ତାରିଖ ଘୋଷଣା କରିଥିଲା । ହେଲେ ଆଜି ରାତି ୧୧ଟା…

JEE- NEET- UGC NET ପରୀକ୍ଷା ହେବ ଭାରତୀୟ ଭାଷାରେ, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: କେନ୍ତ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ୧୬ ତାରିଖରେ ଏବିବିଏସ ଛାତ୍ରଛାତ୍ରୀଙ୍କ ୩ଟି ବିଷୟର ହିନ୍ଦି ପାଠ୍ୟପୁସ୍ତକର ଉନ୍ମୋଚନ କରିଥିଲେ । ଦେଶରେ ପ୍ରଥମ ଥର ପାଇଁ ମେଡିକାଲ ଶିକ୍ଷା ହିନ୍ଦି ଭାଷାରେ ଆରମ୍ଭ…

NEET UG Result 2022:ଜାଣନ୍ତୁ କିଭଳି ଆଉ କେଉଁଠୁ ଜାଣିପାରିବେ ଆପଣଙ୍କ ଫଳାଫଳ

ନିଟ ୟୁଜି ରେଜଲ୍ଟ ୨୦୨୨ : ଜାତୀୟ ଯୋଗ୍ୟତା ଏଜେନ୍ସି / NTA ର ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା, ସ୍ନାତକୋତ୍ତର / ନିଟ ୟୁଜି ୨୦୨୨ ଫଳାଫଳ ଶୀଘ୍ର ପ୍ରକାଶ ହୋଇପାରେ । ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ…

ମେଡିକାଲ ପାଠ୍ୟକ୍ରମ ପାଇଁ ନିଟ୍ ଅନାବଶ୍ୟକ: ବିଲ ଆଣିଲା ଏହି ରାଜ୍ୟ

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ ପ୍ରବେଶିକା ପରୀକ୍ଷା ଏଣିକି ବାଧ୍ୟତାମୂଳକ ନୁହେଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଟ ପ୍ରବେଶିକା ବାଧ୍ୟତାମୂଳକ ରଖାଯାଇଥିବା ବେଳେ ଏହା ବିରୋଧରେ ବିଲ…

ନିଟ୍ ପରୀକ୍ଷା ଦେବେ ନାହିଁ ତାମିଲନାଡୁ ଛାତ୍ର-ଛାତ୍ରୀ ! ଗୃହରେ ବିଧେୟକ ଆଗତ

ଚେନ୍ନାଇ : ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ୍)ରେ ସାମିଲ ହେବ ନାହିଁ ତାମିଲନାଡୁ । ତାମିଲନାଡୁର ଛାତ୍ର-ଛାତ୍ରୀ ନିଟ୍ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର । ଏ ନେଇ ବିଧାନସଭାରେ ବିଲ୍ ଆଗତ…

ରବିବାର ହେବ ନିଟ୍ ପରୀକ୍ଷା, ଏଗଜାମ ତାରିଖ ଘୁଞ୍ଚାଇବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୨ ତାରିଖ ଅର୍ଥାତ ରବିବାର ହେବ ନିଟ୍ ପରୀକ୍ଷା । ପରୀକ୍ଷା ଘୁଞ୍ଚାଇବା ଦାବିରେ ଦାଖଲ ଆବେଦନକୁ ସୋମବାର ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।  ଏଥିସହ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ…

ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ ଘୋଷଣା; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଟ୍ୱିଟ କରି ଶିକ୍ଷାମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସମସ୍ତ କୋଭିଡ କଟକଣା ସହିତ…