‘ୟେ କପୁର ସାହବ କୋ ସମର୍ପିତ ହେ, ଆପକୀ ମନୋକାମନା ପୂରୀ ହୁଇ’: ରଣବୀରଙ୍କ ମ୍ୟାରେଜ୍ ଅବସରରେ ଋଷିଙ୍କୁ ମନେପକାଇଲେ ନୀତୁ
ନୂଆଦିଲ୍ଲୀ: ବଲିଉଡର ହଟ୍ କପଲ ରଣବୀର କପୁର ଓ ଆଲିଆ ଭଟ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଏହି ମ୍ୟାରେଜ ପାର୍ଟିରେ କିଛି ଅଭାବ ରହିଥିବା ସମସ୍ତେ ଅନୁଭବ କରିଥିଲେ । ରଣବୀରଙ୍କ ସ୍ୱର୍ଗତ ପିତା ଋଷି…
