ଚର୍ଚ୍ଚାରେ ନେପାଳ ନିର୍ବାଚନ; ଜେନ୍-Zଙ୍କ ପ୍ରତିବାଦ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢୁଛନ୍ତି ୪ ପ୍ରାର୍ଥୀ…
ଓଡିଶା ଭାସ୍କର: ନେପାଳରେ ଦୁର୍ନୀତି ବିରୋଧରେ ଜେନ୍-Z ପିଲାଙ୍କ ପ୍ରତିବାଦ ସାରା ବିଶ୍ବରେ ଏକ ବଡ଼ ଖବର ପାଲଟିଥିଲା। ଏହି ଘଟଣାର ମାସକ ପରେ ଏବେ ମାର୍ଚ୍ଚରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।
ନେପାଳରେ…

