ବାଂଲାଦେଶ ଟିମ୍ ପାଇଁ ଖୁସି ଖବର, ଖେଳିବ ଟି-୨୦ ବିଶ୍ଵକପ୍, ଏହି ଦଳ ପାଇଁ ହେଲା କ୍ଵାଲିଫାଏ
T20 World Cup: ଗତ କିଛି ସପ୍ତାହ ବାଂଲାଦେଶ କ୍ରିକେଟ୍ ପାଇଁ ଚ୍ୟାଲେଞ୍ଜିଂ ଥିଲା। ୨୦୨୬ ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବାକୁ ମନା କରିବା ପରେ, ସେମାନଙ୍କୁ ଟୁର୍ଣ୍ଣାମେଣ୍ଟରୁ ବହିଷ୍କାର…
