ଆଧାର କାର୍ଡକୁ ନେଇ ଏକ ବଡ଼ ଖବର ; UIDAI ଆଣୁଛି ନୂଆ ଆପ୍ ,ଜାଣନ୍ତୁ କିଭଳି କରିବେ ମୋବାଇଲ୍ ନମ୍ବର ଅପଡେଟ୍
ନୂଆଦିଲ୍ଲୀ: ଆଧାର କାର୍ଡ ଧାରକଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (UIDAI) ଏହାର ନୂତନ ଏବଂ ଉନ୍ନତ ଆଧାର ଆପ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। UIDAI ସିଇଓ ଭୁବନେଶ୍ୱର କୁମାର ବର୍ତ୍ତମାନ…

