ବଜାରକୁ ଆସିଲା ମାରୁତି ସୁଜୁକିର ଧାଁସୁ ଗାଡ଼ି, ମିଳିଛି ୫ ଷ୍ଟାର ରେଟିଂ, ରହିଛି ଆଡଭାନ୍ସ ଡିଜିଟାଲ୍ ଫିଚର୍ସ
ନୂଆଦିଲ୍ଲୀ: ବଜାରକୁ ଆସିଲା ମାରୁତି ସୁଜୁକି ନୂଆ ମଡେଲ କାର ଲଞ୍ଚ କରିଛି।ଯାହା ସୁରକ୍ଷା ଦୃଷ୍ଟିରୁ ମସ୍ତ। ଏବଂ ପାଇଛି ୫ ଷ୍ଟାର ରେଟିଂ। ବଡ଼ ଏବଂ ଭଲ ଗାଡ଼ିକୁ ଦେବ ଟକ୍କର।
ଦେଶର ବଡ଼ କାର କମ୍ପାନୀ ମାରୁତି ସୁଜୁକି…

