ସରକାରଙ୍କ ବଡ଼ ପ୍ରକଳ୍ପ ଘୋଷଣା, ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ; ଟ୍ବିନ ସିଟିରେ ଯାତାହେବ ହେବ ସୁଗମ, 36 ମାସରେ ନିର୍ମାଣ ଶେଷ
ଭୁବନେଶ୍ବର: ଟ୍ବିନ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ । ଯାଉଁଥିରେ ଖର୍ଚ୍ଚ ହେବ 297 କୋଟି ଟଙ୍କା । ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ…

