କଟିଲା ଦୀପିକା ପାଦୁକୋନଙ୍କ ପତ୍ତା, 600 କୋଟିର ଏହି ଅଭିନେତ୍ରୀ ନେବେ ଦୀପିକାଙ୍କ ଜାଗା, ପ୍ରଭାସଙ୍କ ସହ କରିବେ ରୋମାନ୍ସ
ନୂଆଦିଲ୍ଲୀ: ବଲିଉଡ୍ ଇଣ୍ଡଷ୍ଟ୍ରିର ସାନ୍ ପ୍ରଭାସଙ୍କ ପାଇଁ ଆଗାମୀ ଦୁଇ ବର୍ଷ ବହୁତ ଭଲ ହେବାକୁ ଯାଉଛି। କାରଣ ସେ ବର୍ତ୍ତମାନ ଯେଉଁ ଫିଲ୍ମରେ କାମ କରୁଛନ୍ତି, ଆଗାମୀ ବର୍ଷରେ ବି "ଦି ରାଜା ସାବ" ସହିତ ବର୍ଷ ଆରମ୍ଭ…

